ଦିନିଆ Diniā

  • ଦେ. ବିଣ (ଅନ୍ଯ ଶବ୍ଦ ପରେ ଯୁକ୍ତ) — ଦିନରେ ଘଟିବା; ଦିନବ୍ୟାପୀ — Relating to a day; an affix meaning consisting of a day or days
  • ଦେ. ବିଣ (ଅନ୍ଯ ଶବ୍ଦ ପରେ ଯୁକ୍ତ) — (ଯଥା—ଅଢ଼େଇଦିନିଆ; ଖରାଦିନିଆ; ଚାରିଦିନିଆ ଇତ୍ୟାଦି।)