ଦିନିକିଆ Dinikiā
- ଦେ. ବିଣ (ସଂ. ଦୈନିକ) — ଏକଦିବସ ସମ୍ବନ୍ଧୀୟ — Pertaining to one day only
- ଦେ. ବିଣ (ସଂ. ଦୈନିକ) — ଏକଦିନ ବ୍ୟାପୀ — Occupying the period of one day
- ଦେ. ବିଣ (ସଂ. ଦୈନିକ) — ଦୈନିକ — Daily
- ଦେ. ବିଣ (ସଂ. ଦୈନିକ) — ପରିବର୍ତ୍ତନଶୀଳ — Changing; fleeting
- ଦେ. ବିଣ (ସଂ. ଦୈନିକ) — ଅଚିରସ୍ଥାୟୀ — Temporary; that which does not last long
- ଦେ. ବିଣ (ସଂ. ଦୈନିକ) — ଅଳ୍ପକ୍ଷଣସ୍ଥାୟୀ; କ୍ଷଣିକ — Momentary
- ଦେ. ବିଣ (ସଂ. ଦୈନିକ) — ସାମୟିକ; ଆକସ୍ମିକ — Occasional
- ଦେ. ବିଣ (ସଂ. ଦୈନିକ) — (ଯଥା—ଦିନକିଆ ମଉଜ ପାଇଁ ଚିରଦିନିଆ ଆଶାରେ ଜଳାଞ୍ଜଳି ଦେବା ମୂର୍ଖତା ଅଟେ।)