ଦିନୁଦିନ Dinudina
- ଦେ. ଅ. — ପ୍ରତିଦିନ; ନିତି — Daily; every day
- ଦେ. ଅ. — ମୋହର ସେବା ଦିନଦିନେ, ଦେଖି ସନ୍ତୋଷ ବିପ୍ରଜନେ। ଜଗନ୍ନାଥ. ଭାଗବତ।
- ଦେ. ଅ. — ଏକ ଦିନରୁ ଅନ୍ଯ ଦିନ ସମୟ; ଯଥାକ୍ରମେ ଏକ ଦିନର ପରେ ଅନ୍ଯ ଦିନରେ — Day by day; from day to day
- ଦେ. ଅ. — ଶୁକଳ ପକ୍ଷେ ଚନ୍ଦ୍ର ଯେହ୍ନେ. ବଢ଼ଇ ପୁତ୍ର ଦିନୁଦିନେ। ଜଗନ୍ନାଥ—ଭାଗବତ।