ଦିନାମାର୍ ଡିଙ୍ଗା Dināmār ḍiṅgā

  • ଦେ. ବି — ଡେନ୍ମାର୍କର ଅଧିକାରଭୁକ୍ତ ବାଲେଶ୍ୱର ନଗର ଅନ୍ତର୍ଗତ ସ୍ଥାନବିଶେଷ — Name of a plot of land in the town of Balasore which belongs to the State of Denmark