ଦିନେ କାନ୍ତର Dine kāntara

  • ଦେ. ଅ. — ଏକଦିନ ବା ତହିଁରୁ କିଛି କମ୍ ବେଶି ସମୟ; ପ୍ରାୟ ଏକ ଦିନ — About a day
  • ଦେ. ଅ. — (ଯଥା—ତା ଦ୍ୱାରେ ଦିନେ କାନ୍ତର ବସି ଗଲେ ମୋ ଟଙ୍କାଟା ଆଦାୟ ହୋଇଯିବ ।)
  • ଦେ. ଅ. — ଦିନେ ବା ଦୁଇଦିନ — A day or two
  • ଦେ. ଅ. — ଅତି ଅଳ୍ପଦିନ — A few days