ଦିନେ ଦିନେ Dine dine

  • ଦେ. ଅ. — କୌଣସି କୌଣସି ଦିବସରେ — On certain days
  • ଦେ. ଅ. — ଦିନେ ଦିନେ ବିମ୍ବାଧରୀ ଧରି ସଖି କର; ନୀର ନୀରଜ ନୟନେ ଭାଷଇ ନିକର। ଗୋଲୋକ ଇନ୍ଦୁରେଖା।
  • ଦେ. ଅ. — କୌଣସି କୌଣସି ସମୟରେ — At times