ଦିନାଂଶ Dināṁṡa

  • ସଂ. ବି. (ଦିନ+ଅଂଶ; 6 ଷ୍ଠୀ ତତ୍) — ଦିବସର ପ୍ରଧାନ ତିନି ଭାଗରୁ ଏକ — One of the the three divisions of the day, viz morning, noon and afternoon
  • ସଂ. ବି. (ଦିନ+ଅଂଶ; 6 ଷ୍ଠୀ ତତ୍) — [ଯଥା—ଦିନାଂଶତ୍ରୟ ଯଥା—ପୂର୍ବାହ୍ଣ, ମଧ୍ୟହ୍ନ ଓ ଅପରାହ୍ଣ; ପ୍ରାତଃକାଳ, ମଧ୍ୟାହ୍ନ ଓ ସାୟଂକାଳ।]