ଦାଣ୍ଡେ Dāṇḍe

  • ଦେ. ଅ — ନିଜର ସ୍ୱରୂପରେ — In one's own way
  • ଦେ. ଅ — ଗୁଣ ଛିଡ଼ନ୍ତେ କର୍ମକାଣ୍ଡେ ଛିଡ଼ି ପଡ଼ିଲେ ଯେଝା ଦାଣ୍ଡେ—ଭୂପତି. ପ୍ରେମପଞ୍ଚାମୃତ।
  • ଦେ. ଅ — ସର୍ବସାଧାରଣରେ — In public
  • ଦେ. ଅ — କାଣ୍ଡେ କାମର ମୋର ଜୀବନ ଗଲେ ଦାଣ୍ଡେ ଜନେ ନିନ୍ଦିବେ—ବ୍ୟଙ୍ଗ. ଓଡ଼ିଆ ଶ୍ଳୋକ।