ଦାତ Dāta

  • ସଂ. ବିଣ — (ଦୋ ଧାତୁ=ଛେଦନ କରିବା+କର୍ମ. ତ)— ଛିନ୍ନ — Cut
  • ସଂ. ବିଣ — (ଦୈ ଧାତୁ=ଶୁଦ୍ଧ କରିବା+କର୍ମ. ତ)— ଶୁଦ୍ଧ ପବିତ୍ର — hallowed; sacred; purified