ଦାଣ୍ଡିମାଳ Dāṇdimāḻa

  • ଦେ. ବି — ପୁରୀ ଜିଲା ଖୋରଧା ସବଡ଼ିଭିଜନର ଗୋଟିଏ ପ୍ରଗନା — Name of a pergunna in killa Khurda in the district of Puri
  • ଦେ. ବି — [ଦ୍ର—ଖୋରଧା ଜିଲ୍ଲାର ପ୍ରଗନ୍ନାମାନଙ୍କୁ ଜିଲ୍ଲା ବୋଲାଯାଏ । ଦାଣ୍ଡିମାଳ ଏହି ଅନୁସାରେ ଗୋଟିଏ ଜିଲ୍ଲା।]
  • ଦେ. ବି — ଦାଣ୍ଡିମାଳ ଯାର ଶଇଳ ବକ୍ଷରେ ଐର—ଯଶ ଲେଖା ଅକ୍ଷରେ ଅକ୍ଷରେ—ରାଧାନାଥ.ନନ୍ଦିକେଶ୍ୱରୀ ।