ଦାଣ୍ଡୁ Dāndu

  • ଦେ. ବି (ସଂ. ଦଣ୍ଡ) — ପେଣ୍ଡୁ ଖେଳର ଚଟୁ; ବାଟ୍ — A bat
  • ଦେ. ବି (ସଂ. ଦଣ୍ଡ) — ଡାବଲପୁଆ ଖେଳର ପୁଆ — The stick used in the game of Dābalapuā