ଦାଣ୍ଡିଦେବା Dāṇḍidebā

  • ଦେ. କ୍ରି — ବୁଲିବା — To roam
  • ଦେ. କ୍ରି — ନିର୍ଦ୍ଧାରିତ ସୀମାରେ ଯିବା ଆସିବା କରି ପହରା ଦେବା — To go one's round while keeping watch
  • ଦେ. କ୍ରି — ତହୁଁ ଯାଇ ପହଞ୍ଚିଲି କଟକଚଣ୍ଡୀ ଯେଉଁଠାରେ ଦେଉଛନ୍ତି ସୀପାହୀ ଦାଣ୍ଡି ।