ଦାଣ୍ଡିରାସ୍ତା Dāṇḍi rāstā

  • ଦେ. ବି — ଯେଉଁ ପଥ ସିଧା ହୋଇ ବହୁଦୁର ପର୍ଯ୍ୟନ୍ତ ଯାଇଥାଏ — A straight road running for a long distance
  • ଦେ. ବି — ଶଗଡ଼ ପରି ରାସ୍ତା; ଶଗଡ଼ ଗାଡ଼ି ଆଦି ଯିବାର ରାସ୍ତା — Cart road; cart track; carriage road
  • ଦେ. ବି — କୌଣସି ସ୍ଥାନରୁ ଅନ୍ଯ ସ୍ଥାନକୁ ଯିବା ପାଇଁ ସରଳତମ ବାଟ — A srraight-cut road
  • ଦେ. ବି — ବଡ଼ ରାସ୍ତାକୁ ବାହାରିଥିବା ଛୋଟ ରାସ୍ତା — A bye-road; a path