ଦାଣ୍ଡୀ ଗୀତ Dāṇḍī gīta
- ଦେ. ବି — ଯେଉଁ ଦି ଧାଡ଼ିଆ ଗୀତରେ ପଦମାନଙ୍କରେ ଅକ୍ଷର ସଂଖ୍ୟା ସମାନ ନ ଥାଏ, ମାତ୍ର ମିତ୍ରାକ୍ଷର ପରି ଶେଷ ବର୍ଣ୍ଣମାତ୍ର ମିଳୁଥାଏ — A poem in which the number of letters are not equal in each foot but each couplet rhymes
- ଦେ. ବି — (ଯଥା—ବୋଲି ଜାଣୁ ଥିବା ଗାୟକଙ୍କ ମୁଖରେ ଦାଣ୍ଡିଗୀତା ବୋଲା ସୁନ୍ଦର ଶୁଣାଯାଏ ।)