ଦର୍ଭମୟ Darbhamaya

  • ସଂ. ବିଣ. ପୁଂ—(ଦର୍ଭ+ପ୍ରାଚୁର୍ଯ୍ଯାର୍ଥେ. ମୟ) — ତୃଣ ନିର୍ମିତ — Made of grass;
  • ସଂ. ବିଣ. ପୁଂ—(ଦର୍ଭ+ପ୍ରାଚୁର୍ଯ୍ଯାର୍ଥେ. ମୟ) — କୁଶବ୍ୟାପ୍ତ; ତୃଣପୂର୍ଣ୍ଣ — Abounding in grass; grassy; overgrown with grass