ଦର୍ଭଟ Darbhaṭa

  • ସଂ. ବି. — ନିର୍ଜନ ଗୃହ; ଖାସ କାମରା — A private or solitary room; chamber
  • ସଂ. ବି. — ଗୁପ୍ତ ଗୃହ; ଘରରଭିତରେ ଥିବା ଗମ୍ଭିରୀ ଘର — A secret chamber inside a room