ଦର୍ବ୍ୱିକା Darbbikā
- ସଂ. ବି—(ଦର୍ବି+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଦର୍ବ୍ୱି (ଦେଖ) — Darbbi (See)
- ସଂ. ବି—(ଦର୍ବି+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ବନ୍ୟକୋବୀ (ହି. ଶବ୍ଦସାଗର) — Wild cabbage
- ସଂ. ବି—(ଦର୍ବି+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଘିଅଦୀପରେ ବତି ଜଳାଇ କରି ପ୍ରସ୍ତୁତ କରାଯିବା ଆଖିର କଜ୍ୱଳ (ହି. ଶବ୍ଦସାଗର) — A kind of collyrium prepared with lamp black