ଦର୍ବ୍ୱୀ Darbbī
- ସଂ. ବି. (ଦୃ ଧାତୁ+ସଂଜ୍ଞାର୍ଥେ ବି+ଈ) — କାଠର ଚଟକା ଅଣକ; ଚଟୁ — A flat stick to stir boiling curry etc
- ସଂ. ବି. (ଦୃ ଧାତୁ+ସଂଜ୍ଞାର୍ଥେ ବି+ଈ) — କରଚୁଲି — A metal spoon to stir food while it is over fire; a ladle
- ସଂ. ବି. (ଦୃ ଧାତୁ+ସଂଜ୍ଞାର୍ଥେ ବି+ଈ) — ଲୁହା ଖଡ଼ିକା — A fire-shovel; a slice
- ସଂ. ବି. (ଦୃ ଧାତୁ+ସଂଜ୍ଞାର୍ଥେ ବି+ଈ) — ଅଣକ — A large wooden spoon
- ସଂ. ବି. (ଦୃ ଧାତୁ+ସଂଜ୍ଞାର୍ଥେ ବି+ଈ) — ସାପର ଫଣା — Serpent's hood