ଦର୍ଭ Darbha
- ସଂ. ବି. (ଦୃଭ୍ ଧାତୁ=ଗୁନ୍ଥିବା+କର୍ତ୍ତୃ. ଅ) — କୁଶ — A grass used in sacrifices and other religious ceremonies
- ସଂ. ବି. (ଦୃଭ୍ ଧାତୁ=ଗୁନ୍ଥିବା+କର୍ତ୍ତୃ. ଅ) — ତୃଣ — Grass
- ସଂ. ବି. (ଦୃଭ୍ ଧାତୁ=ଗୁନ୍ଥିବା+କର୍ତ୍ତୃ. ଅ) — [ଦ୍ର—ଏହା 6 ପ୍ରକାର ଯଥା—କାଶ, ତୀକ୍ଷ୍ଣ, ରୋମଶ, ମୌଞ୍ଜ, ଶାଦ୍ଦଳ ଓ ବଲ୍ୱଜ।] — [ଦ୍ର—ଏହା6ପ୍ରକାର ଯଥା—କାଶ, ତୀକ୍ଷ୍ଣ, ରୋମଶ, ମୌଞ୍ଜ, ଶାଦ୍ଦଳ ଓ ବଲ୍ୱଜ]