ଦର୍ଭହାସୀ Darbhahāsī
- ଦେ. ବିଣ. ସ୍ତ୍ରୀ—(ଦର୍ଭ=ଶୁକ୍ଳ କୁଶ ପରି ଶୁଭ୍ରହାସ ଯାହାର; ସଂ. ଦର୍ଭହାସା) — ଶୁଭ୍ରହାସା; ମନୋହର ହାସ୍ୟ କାରିଣୀ — Sweetly smilling (woman)
- ଦେ. ବିଣ. ସ୍ତ୍ରୀ—(ଦର୍ଭ=ଶୁକ୍ଳ କୁଶ ପରି ଶୁଭ୍ରହାସ ଯାହାର; ସଂ. ଦର୍ଭହାସା) — ବିଦର୍ଭରେ ଦର୍ଭହାସୀ ଦର୍ଶନବାଞ୍ଛା—ଭଞ୍ଜ. ଲାବଣ୍ୟବତୀ।