ଦର୍ବ୍ୱୀକର Darbbīkara
- ସଂ. ବି.—(ବହୁବ୍ରୀହି; ଦର୍ବୀ=ଫଣା+କର) — ସର୍ପ — Serpent; snake
- ସଂ. ବି.—(ବହୁବ୍ରୀହି; ଦର୍ବୀ=ଫଣା+କର) — ଦର୍ପକର ଏହି; ଦର୍ବୀ କରୋଚ୍ଛିଷ୍ଟ ପୁଷ୍ଟକୁ ବହି। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।
- ସଂ. ବି.—(ବହୁବ୍ରୀହି; ଦର୍ବୀ=ଫଣା+କର) — (ଦର୍ବୀ=ଚଟୁ+କର) ଚଟୁ ନିର୍ମାଣକାରୀ ବ୍ଯକ୍ତି — The maker of ladles