ତ୍ରିପୁର Tripura
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — ମୟଦାନବ ନିର୍ମିତ ସୁନା, ରୂପା ଓ ଲୁହାର ତିନିଗୋଟି ନଗର ବା ଦୁର୍ଗ — Three fabulous cities or fortresses constructed by the Titan Mayadānaba
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — [ଦ୍ର—ଏଥିରେ ତାରକସୁରର ତିନି ପୁଅ ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ମାଳୀ ବାସ କରୁଥିଲେ। ସ୍ୱର୍ଣ୍ଣପୁର ସ୍ୱର୍ଗରେ, ରୌପ୍ୟପୁର ଅନ୍ତରୀକ୍ଷରେ ଓ ଲୋହପୁର ମର୍ତ୍ତ୍ୟରେ ଥିଲା। ଶିବ ଗୋଟିଏ ବାଣରେ ଏ ତିନିପୁରକୁ ପୋଡ଼ି ଏ ତିନି ଅସୁରକୁ ମାରି ପକାଇଥିଲେ।]
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — ତ୍ରିପୁରାସୁର; ତାରକାସୁରର ତିନି ପୁତ୍ର — Name of three demons; sons of Tārakāsura
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — ବାଣାସୁର (ଦେଖ) — Bāṇāsura (See)
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — ତାରକାସୁର (ଦେଖ) — Tārakāsura (See)
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ — The Heaven, the earth and the nether worlds
- ସଂ. ବି.—(ଦ୍ୱିଗୁ; ତ୍ରି+ପୁର) — ତ୍ରିଗୁଣ, ତ୍ରିବେଦ, ତ୍ରିପୁର—ଅଶିକ୍ଷା ଶକ୍ତି ଏ ତୋହର। ଭୂପତି. ପ୍ରେମପଞ୍ଚାମୃତ।