ତ୍ରିପୁଟୀ Tripuṭī

  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଈ) — ଏରଣ୍ଡ ଗଛ; ଗବ ଗଛ — The castor plant
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଈ) — ଖେସାରି — A kind of pulse
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଈ) — ତିହୁଡ଼ି (ଦେଖ) — Trihuṟḍ̠i (See)