ତ୍ରିପୁଣ୍ଡ୍ର Tripuṇḍra
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପୁଣ୍ଡ୍ର=ଆଖୁ; ଆଖୁ ପରି ଲମ୍ବ 3 ରେଖା) — ଭସ୍ମଚନ୍ଦନାଦିଦ୍ୱାରା କପାଳରେ କଟାଯିବା ସମାନ୍ତର 3 ଟି ଗାର — ଭସ୍ମଚନ୍ଦନାଦିଦ୍ୱାରା କପାଳରେ କଟାଯିବା ସମାନ୍ତର3ଟି ଗାର— A triple sectarian mark on the forehead with ashes or paste consisting of three parallel horizontal lines or streaks
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପୁଣ୍ଡ୍ର=ଆଖୁ; ଆଖୁ ପରି ଲମ୍ବ 3 ରେଖା) — [ଦ୍ର—ଏହି ଚିତାକୁ ଶୈବମାନେ ତିନିଗୋଟି ଆଡ଼ବାଗିଆ ଗାରରୂପେ କପାଳରେ ଧାରଣ କରନ୍ତି।]
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପୁଣ୍ଡ୍ର=ଆଖୁ; ଆଖୁ ପରି ଲମ୍ବ 3 ରେଖା) — ବୈଶ୍ୟମାନେ କପାଳରେ କାଟିବା ଚିତା — The sandal paste mark put on the brow by the Ba̲i̱ṡyas
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପୁଣ୍ଡ୍ର=ଆଖୁ; ଆଖୁ ପରି ଲମ୍ବ 3 ରେଖା) — (ଏଥିର ଶାସ୍ତ୍ରବଚନ—ଅର୍ଦ୍ଧ ପୁଣ୍ଡଂ, ବ୍ରାହ୍ମଣସ୍ୟ କ୍ଷତ୍ରିୟସ୍ୟ ଦ୍ୱିପୁଣ୍ଡ୍ରକଂ ତ୍ରିପୁଣ୍ଡ୍ରକଂ ତୁ ବୈଶ୍ୟସ୍ୟ ବର୍ତ୍ତୁଳଃ ଶୂଦ୍ର ଜାତିଷୁ।)