ତ୍ରିପୁଟ Tripuṭa

  • ସଂ. ବି. (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର) — ମସୂର; ଖେସାରୀ — A kind of pulse; Lathyrus Sativus
  • ସଂ. ବି. (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର) — ଶର; ତୀର — 3. Arrow
  • ସଂ. ବି. (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର) — ତଟ; ତୀର — Shore
  • ସଂ. ବି. (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର) — ତାଲା; କୋଲପ — A padlock
  • ସଂ. ବି. (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର) — ଗୋକ୍ଷୁର (ଦେଖ) — Gokshura (See)
  • ସଂ. ବି. (ବହୁବ୍ରୀହି; ତ୍ରି+ପୁଟ=ଆଚ୍ଛାଦନ ଯାହାର) — ମଟର (ହି. ଶବ୍ଦସାଗର) — Pea
  • ବିଣ — ତ୍ରିଗୁଣିତ — Threefold (M.W.)