ତ୍ରିପୁଟା Tripuṭā

  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ) — ମଲ୍ଲୀଫୁଲ — Jasmine flower; Arabian Jasmine (M.W.)
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ) — ବଡ଼ ଅଳେଇଚ — The large cardamom
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ) — ଗୁଜୁରାତି; ଛୋଟ ଅଳେଇଚ — The small cardamom
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ) — ତନ୍ତ୍ର — The Tantras
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ) — ତନ୍ତ୍ରୋକ୍ତ ଅଭୀଷ୍ଟଦାତ୍ରୀ ଦେବୀବିଶେଷ — Name of a Goddess
  • ସଂ. ବି. ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ) — ସଙ୍ଗୀତର ରାଗିଣୀବିଶେଷ — A name of a mode in music