ତ୍ରିପାଦ Tripāda

  • ସଂ. ବି. (ବହୁବ୍ରୀହି; ତିନି ଗୋଟି ପାଦ ଯାହାର; ବାମନ ଅବତାରରେ ବିଷ୍ଣୁ 3 ଗୋଟି ପାଦ ଧାରଣ କରିଥିବାରୁ) — ବିଷ୍ଣୁ — Bishṇu
  • ସଂ. ବି. (ବହୁବ୍ରୀହି; ତିନି ଗୋଟି ପାଦ ଯାହାର; ବାମନ ଅବତାରରେ ବିଷ୍ଣୁ 3 ଗୋଟି ପାଦ ଧାରଣ କରିଥିବାରୁ) — ଜ୍ୱର — Fever
  • ସଂ. ବି. (ବହୁବ୍ରୀହି; ତିନି ଗୋଟି ପାଦ ଯାହାର; ବାମନ ଅବତାରରେ ବିଷ୍ଣୁ 3 ଗୋଟି ପାଦ ଧାରଣ କରିଥିବାରୁ) — [ଦ୍ର—ଜ୍ୱରପୁରୁଷର ତିନି ଗୋଟି ଗୋଡ଼ ଥିବାର ପୁରାଣରେ ଲେଖା ଅଛି।]
  • ସଂ. ବି. (ବହୁବ୍ରୀହି; ତିନି ଗୋଟି ପାଦ ଯାହାର; ବାମନ ଅବତାରରେ ବିଷ୍ଣୁ 3 ଗୋଟି ପାଦ ଧାରଣ କରିଥିବାରୁ) — ତ୍ରେତାଯୁଗର ଧର୍ମସ୍ୱରୂପ ବୃକ୍ଷ — A three-legged bull said to represent the piety observed during the 2nd mythical age of the Hindus
  • ବିଣ — ତିନି ପାଦପରିମିତ — Measured by three foot-steps