ତ୍ରିପୁରା Tripurā
- ସଂ. ବି. ସ୍ତ୍ରୀ — ତିନ୍ତ୍ରୋକ୍ତ ଦେବୀବିଶେଷ — Name of a Goddess
- ସଂ. ବି. ସ୍ତ୍ରୀ — ତିନି ତାରେଣ ଏକ ଦେହୀ, ତେଣୁ ତ୍ରିପୁରା ନାମ ହୋଇ। ଯଶୋବନ୍ତ. ପ୍ରେମଭକ୍ତି ଗୀତ।
- ସଂ. ବି. ସ୍ତ୍ରୀ — ଦୁର୍ଗା — Durgā
- ସଂ. ବି. ସ୍ତ୍ରୀ — ଆସାମର କାମାଖ୍ୟା ଦେବୀଙ୍କର ଏକ ମୂର୍ତ୍ତି — An image of the Goddess Kāmākhyā in Assam
- ସଂ. ବି. ସ୍ତ୍ରୀ — ପ୍ରାଚୀନ ଚେଦୀ ରାଜ୍ୟ; ଆଧୁନିକ ତ୍ରିପୁରା ଦେଶ; ଟିପାରା — Tipperah (state, district and town in Bengal)
- ଦେ. ବି — ତିନିପରସ୍ତ ପାଖୁଡ଼ା ଥିବା (କଳା ଓ ଧଳା) ଧୁତୁରା ଫୁଲ — The treble petalled Dhatura flower