ତ୍ରିପୁରାରି ଦାସ Tripurāri dāsa
- ଦେ. ବି (ନାମ) — ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କବି— ବିଶେଷ — Name of an Oria poet of the eighteenth century A. D
- ଦେ. ବି (ନାମ) — [ଦ୍ର—କେରଳଗୀତା, କଟପାୟା, ରାଧାକୃଷ୍ଣ କେଳିକଲ୍ଲୋଳ ଓ ରାମକୃଷ୍ଣ କେଳିକଲ୍ଲୋଳ ଏହି କବିଙ୍କ ବିରଚିତ ଗ୍ରନ୍ଥ। (ତାରିଣୀ—ଉତ୍କଳ—ସାହିତ୍ୟ, ଇତିହାସ)। ଏ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗର କବି ଅଟନ୍ତି। (ଜଗବନ୍ଧୁ ପ୍ରାଚୀନ ଉତ୍କଳ)।]