ତ୍ରିଜଟ Tri jaṭa

  • ସଂ. ବିଣ. ପୁଂ. (ବହୁବ୍ରୀହି; ତ୍ରି+ଜଟ) — ଯାହାମୁଣ୍ଡରେ ତିନିଟି ଜଟ ଥାଏ — Having three plaits or braids of hair
  • ସଂ. ବି. — ମହାଦେବ — God Ṡiba
  • ସଂ. ବି. — ଜଣେ ବ୍ରାହ୍ମଣର ନାମ — Name of a Brāhmaṇa
  • ସଂ. ବି. — [ଦ୍ର—ରାମଚନ୍ଦ୍ର ବନଯାତ୍ରା ସମୟରେ ଏହାକୁ ଅନେକ ଗ୍ରାମ ଦାନ କରିଥିଲେ—ହି. ଶବ୍ଦସାଗର।