ତ୍ରିଜଗତ୍ Tri jagat

  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ଜଗତ୍) — ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏହି ତିନିଲୋକ; ବିଶ୍ୱବ୍ରହ୍ମାଣ୍ଡ; ତିନିଭୁବନ — The universe; the created world consisting of the heaven, the earth and the nether world according to the Hindus