ତ୍ରିଚତ୍ୱାରିଂଶତ୍ Tri chatwāriṁṡat

  • ସଂ. ବି. ଓ ବିଣ.—(ତ୍ରି ଅଧିକ ଚତ୍ୱାରିଂଶତ୍, ମ. ପ. ଲୋ. କର୍ମଧା;) — ତେୟାଳିଶି; ଚାଳିଶିରୁ ତିନି ଅଧିକ ସଂଖ୍ୟା — Forty-three; 43
  • ସଂ. ବି. ଓ ବିଣ.—(ତ୍ରି ଅଧିକ ଚତ୍ୱାରିଂଶତ୍, ମ. ପ. ଲୋ. କର୍ମଧା;) — ତେୟାଳିଶି ସଂଖ୍ୟକ — Numbering 43