ତ୍ରିଚକ୍ର Trichakra

  • ସଂ. ବି.—(ବହୁବ୍ରୀହି; ତ୍ରି+ଚକ୍ର) — ତିନିଚକିଆ ଗାଡ଼ି — Tricycle
  • ସଂ. ବି.—(ବହୁବ୍ରୀହି; ତ୍ରି+ଚକ୍ର) — ଅଶ୍ୱିନୀକୁମାରଦ୍ୱୟଙ୍କ ରଥ — The three-wheeled car of the 'Aṡwinī' kumāras
  • ସଂ. ବିଣ — ତିନିଚକିଆ — Three-wheeled