ତ୍ରିଚିନାପଲ୍ଲୀ Tri chināpallī
- ଦେ. ବି. — କାବେରୀ ନଦୀ କୂଳରେ ଅବସ୍ଥିତ ଦାକ୍ଷିଣାତ୍ୟର ନଗରବିଶେଷ — Name of a town in the Deccan situated on the bank of the Kaveri river; Trichy
- ଦେ. ବି. — [ଦ୍ର—ଇଂରେଜମାନେ ସଂପକ୍ଷରେ ଏହାକୁ 'ଟ୍ରିଚୀ' ବୋଲି କହନ୍ତି ଓ ଲେଖନ୍ତି। ଖ୍ରୀ. 1845 ସାଲ ପୂର୍ବରୁ ଏଠାରେ ଗୋଟିଏ ବିଖ୍ୟାତ ପାର୍ବତ୍ୟ ଦୁର୍ଗ ଥିଲା। ପର୍ବତ ଉପରେ ଗଣେଶଙ୍କ ମନ୍ଦିର ଅଛି। ପର୍ବତର କାନ୍ଥିରେ ମଥୁରଭୂତେଶ୍ୱରଙ୍କ ମନ୍ଦିର ଅଛି। ଏ ପର୍ବତ ଚାରିପାଖର ନିମ୍ନଭୂମିରୁ 600 ଫୁଟ ଉଚ୍ଚ। ଏଠାରୁ ଶ୍ରୀରଙ୍ଗମ୍ ଓ ଶ୍ରୀରଙ୍ଗମ୍ର ଗୋପୁରମାନ ଦେଖାଯାଏ ଓ କାବେରୀ ନଦୀର ଦୁଇ ଶାଖା ମଧ୍ୟ ଦିଶେ। ଏହାର ପୂର୍ବ ନାମ ତ୍ରିଶିରାପଲ୍ଲୀ। ଏଠାରେ ରାମଚନ୍ଦ୍ର ତ୍ରିଶିରା ରାକ୍ଷସକୁ ବଧ କରିଥିଲେ।] — [ଦ୍ର—ଇଂରେଜମାନେ ସଂପକ୍ଷରେ ଏହାକୁ 'ଟ୍ରିଚୀ' ବୋଲି କହନ୍ତି ଓ ଲେଖନ୍ତି ଖ୍ରୀ.1845ସାଲ ପୂର୍ବରୁ ଏଠାରେ ଗୋଟିଏ ବିଖ୍ୟାତ ପାର୍ବତ୍ୟ ଦୁର୍ଗ ଥିଲା ପର୍ବତ ଉପରେ ଗଣେଶଙ୍କ ମନ୍ଦିର ଅଛି ପର୍ବତର କାନ୍ଥିରେ ମଥୁରଭୂତେଶ୍ୱରଙ୍କ ମନ୍ଦିର ଅଛି ଏ ପର୍ବତ ଚାରିପାଖର ନିମ୍ନଭୂମିରୁ600ଫୁଟ ଉଚ୍ଚ ଏଠାରୁ ଶ୍ରୀରଙ୍ଗମ୍ ଓ ଶ୍ରୀରଙ୍ଗମ୍ର ଗୋପୁରମାନ ଦେଖାଯାଏ ଓ କାବେରୀ ନଦୀର ଦୁଇ ଶାଖା ମଧ୍ୟ ଦିଶେ ଏହାର ପୂର୍ବ ନାମ ତ୍ରିଶିରାପଲ୍ଲୀ ଏଠାରେ ରାମଚନ୍ଦ୍ର ତ୍ରିଶିରା ରାକ୍ଷସକୁ ବଧ କରିଥିଲେ]