ତ୍ରିଣା ରିଣା Triṇā riṇā

  • ଦେ. (ଧ୍ୱନ୍ୟନୁକରଣ) ଅ — ବାଦ୍ୟର ନାଦବିଶେଷ — A sound of musical instruments
  • ଦେ. (ଧ୍ୱନ୍ୟନୁକରଣ) ଅ — ଝେଝଙ୍କ ଝଙ୍କ ଝଞ୍ଜାଳ ଟଙ୍କେ, ଝେଗୁଣା ତ୍ରିଣାରିଣା ଗୁଣିତ ଗୁଣାଙ୍କେ। ପ୍ରାଚୀ. ରହସ୍ୟମଞ୍ଜରୀ।