ତେଙ୍ଗଡ଼ା Teṅgaṟḍ̠ā
- ଦେ. ବି (ସଂ. ତ୍ର୍ୟଙ୍ଗଟ=ଶିକା) — ହାଣ୍ଡି ଆଦି ରଖିବା ନିମନ୍ତେ ଦୁଇ କାନ୍ଥର କଣରେ ଖଣ୍ଡିଏ କାଠି ମରାଇ ପ୍ରସ୍ତୁତ କରାଯିବା ତ୍ରିକୋଣାକାର ସ୍ଥାନ — A bracket made by driving a stick into the corner of 2 walls to put cooking pots on it
- ଦେ. ବି (ସଂ. ତ୍ର୍ୟଙ୍ଗଟ=ଶିକା) — ରନ୍ଧନଶାଳାରେ ହାଣ୍ଡି ରଖିବା ନିମନ୍ତେ ମଳା କରା ଯାଇଥିବା ପିଣ୍ଡି — A platform with grooves made on it to put the round bottomed cooking pots on them
- ଦେ. ବି (ସଂ. ତ୍ର୍ୟଙ୍ଗଟ=ଶିକା) — ଝର ଝମ୍ପା (ଦେଖ) — Jhara jhampā (See) (Hainess)