ତେକଚ୍ଛି Tekachchhi

  • ଦେ. ବି. (ସଂ. ତ୍ରିକଚ୍ଛ) — ତିକଛି; ଲୁଗାର ତିନିଟି କାନି ଖୋସି ଲୁଗା ପିନ୍ଧିବାର ଢଙ୍ଗ — Wearing of cloth with three of the corners tucked up