ତେଙ୍ଗୁଡ଼ିବା Teṅguṟḍ̠ibā
- ଦେ. ତ୍ରି. (ସଂ. ତ୍ର୍ୟଙ୍ଗଟ) — ଥରେ ପାକରେ ବ୍ଯବହୃତ ହୋଇ ଥିବା ପାକ ପାତ୍ରଗୁଡ଼ିକ ଧୁଆଧୋଇ କରି ପୁଣି ପାକ କରିବା ପୂର୍ବରୁ ସେଗୁଡ଼ିକ ହାଣ୍ଡିଶାଳ ଘରର ତେଙ୍ଗ— ଡ଼ାରେ ସଜ୍ଜିତ କରି ରଖିବା — To arrange the empty pots in the niches in order after washing them when they are emptied of their contents