ତେଜ ଚକ୍ର Teja chakra

  • ଦେ. ବି. (ସଂ. ତେଜଃ+ଚକ୍ର) — ତେଜସମୂହ; ତେଜୋରାଶି — A mass of Iustre
  • ଦେ. ବି. (ସଂ. ତେଜଃ+ଚକ୍ର) — ତେଜୋମୟ ଚକ୍ର — Luminous wheel
  • ଦେ. ବି. (ସଂ. ତେଜଃ+ଚକ୍ର) — ବୋଲେ କେ ଖଗବହ ପକ୍ଷଭାବ ବିଶେଷରେ ତେଜଚକ୍ର ସମ୍ଭବ। ଭଞ୍ଜ. ବୈଦେହୀଶବିଳାସ।