ତେଘାଟି Te-ghāṭi

  • ଦେ. ବି. (ସଂ. ତ୍ରି ଓ ଘାଟ) — 3 ଟି ଘାଟ ଯୁକ୍ତ ପର୍ବତ ବା ଗିରିସଙ୍କଟ ସ୍ଥାନ — 3ଟି ଘାଟ ଯୁକ୍ତ ପର୍ବତ ବା ଗିରିସଙ୍କଟ ସ୍ଥାନ—A hill or place having three mountain passes
  • ଦେ. ବି. (ସଂ. ତ୍ରି ଓ ଘାଟ) — ଦେଖ ହୁତାଶନ ତେଘାଟି ଅଚଳେ ଏଣେ ତିନିଠାଅ ଦାଉ ଦାଉ ଜଳେ—ଅଜୟଚନ୍ଦ୍ର, ଶେଷବନ୍ଦୀ।
  • ବିଣ — ତିନିଘାଟିଆ; ତିନି ଘାଟବିଶିଷ୍ଟ (ଜଳାଶୟ) — (a tank) Having three wharves or bathing places