ତେକାଲା Tekālā

  • ଦେ. ବି. (ସଂ. ତ୍ରିକଣ୍ଟକ) — ତିନି ମୁନ ଥିବା ଅସ୍ତ୍ର; ତେଣ୍ଟା; ତ୍ରିଶୂଳ — A three pronged harpoon; trident