ତୁଟୁକା Tuṭukā

  • ଦେ. ବିଣ. (ସଂ. ତତ୍କାଳ; ସଂ. ତ୍ରୁଟି=କ୍ଷୁଦ୍ର ଅଂଶ) — ସାମାନ୍ୟ — Ordinary; insignificant
  • ଦେ. ବିଣ. (ସଂ. ତତ୍କାଳ; ସଂ. ତ୍ରୁଟି=କ୍ଷୁଦ୍ର ଅଂଶ) — ଆଶୁ ଫଳପ୍ରଦ — Producing immediate effect
  • ଦେ. ବି — ତୁଟୁକା ତୁଟୁକି (ଦେଖ) — Tuṭukā tuṭuki (See)