ତୁଠ Tuṭha

  • ଦେ. ବି (ସଂ. ତୀର୍ଥ) — ନଦୀ ପୁଷ୍କରିଣୀ ଆଦିରେ ସ୍ନାନ କରିବାର ସ୍ଥାନ; ଗାଧୁଆପାଧୁଆ କରିବାର ଘାଟ — Bathing ghat
  • ଦେ. ବି (ସଂ. ତୀର୍ଥ) — ଜଳାଶ୍ରୟର ଯେଉଁ ଘାଟରେ 10 ଦିନ ପର୍ଯ୍ୟନ୍ତ ମୃତ ବ୍ଯକ୍ତିର ଶ୍ରାଦ୍ଧାଦି କରାଯାଏ; ଦଶତୁଠ — ଜଳାଶ୍ରୟର ଯେଉଁ ଘାଟରେ10ଦିନ ପର୍ଯ୍ୟନ୍ତ ମୃତ ବ୍ଯକ୍ତିର ଶ୍ରାଦ୍ଧାଦି କରାଯାଏ; ଦଶତୁଠ— . A place on the bank of a river or pond where piṇḍas or funeral offerings are cooked and offered to the ghost of the deceased during the 10 days of the funerals amongst the Hindus
  • ଦେ. ବି (ସଂ. ତୀର୍ଥ) — ମୃତାହର ଦଶମ ଦିନ ତୁଠରେ କରାଯିବା କ୍ଷୌର, ସ୍ନାନ, ଓ ଶ୍ରାଦ୍ଧାଦି କର୍ମ — The funeral rites and shaving done on the bank of water on the 10th day of the funerals amongst the Hindus
  • ଦେ. ବି (ସଂ. ତୀର୍ଥ) — ଧୋବା ଲୁଗା କାଚିବା ସ୍ଥାନ — The place on the bank of water where washermen wash clothes
  • ଦେ. ବି (ସଂ. ତୀର୍ଥ) — ନଈପାରି ଘାଟ — Landing place; ferry
  • ଦେ. ବି (ସଂ. ତୀର୍ଥ) — ନଦୀର ଯେଉଁ ସ୍ଥାନରେ ଲୋକେ ଜଳରେ ପଶି ପାରି ହୋଇ ପାରନ୍ତି; ଥଳ — A ford in a river; a place where a river can be forded