ତୁଟାଇବା Tuṭāibā
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — (ବିବାଦ) ନିଷ୍ପତ୍ତି କରିବା — To decide; to settle (a dispute)
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — (ଯଥା— ଜମିଦାର ମୋ ଅଡ଼ୁଆ ତୁଟାଇଲେ ମୁଁ ନିଶ୍ଚିନ୍ତ ହୁଅନ୍ତି।)
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — ଭଙ୍ଗାଇବା — To cause to break up
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — ହିସାବ ନିକାଶ କରିବା — To settle an account
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — ବିଚ୍ଛିନ୍ନ କରିବା — To cut
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — (ଯଥା—ତାଙ୍କ ସଙ୍ଗେ ମୁଁ ଆଜିଠାରୁ ବନ୍ଧୁତା ତୁଟାଇଲି।)
- ଦେ. କ୍ରି. (ସଂ. ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) — ଦେୟ ବା ଋଣ ପରିଶୋଧ କରିବା — To liquidate or clear off one's debt
- ପ୍ରାଦେ. (ଲରିଆ) କ୍ରି — ଭାଙ୍ଗିବା —To break. [ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।] ଭାଙ୍ଗିବା — To break
- ପ୍ରାଦେ. (ଲରିଆ) କ୍ରି — ଭାଙ୍ଗିବା —To break. [ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।] [ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]