ତୁଠ ପଥର Tuṭha pathara

  • ଦେ. ବି — ଗାଧୁଆ ତୁଠରେ ବା ଧୋବା ତୁଠରେ ପଡ଼ିଥିବା ପଥର — A slab of stone put at the bathing ghat
  • ଦେ. ବି — ସେ ନଦୀର ତୁଠ ପଥିର ପରି ହାତୀ ଦିଶିଲେ ଦୁଇ ତଟେ ହୁଅନ୍ତି ପ୍ରାଣ ମନ୍ଥି—କୃଷ୍ଣସିଂହ ମହାଭାରତ, ବିରାଟ।
  • ଦେ. ବି — [ଦ୍ର—ଗାଧୁଆ ତୁଠରେ ପଡ଼ିଥିବା ପଥରରେ ଗାଧୋଇବା ଲୋକେ ଗୋଡ଼ ଘଷନ୍ତି ଏବଂ ଧୋବାର ତୁଠପଥରେ ଧୋବା ଲୁଗା କାଚେ।]
  • ଦେ. ବି — (ଲକ୍ଷଣାର୍ଥ) ଯେଉଁ ବ୍ଯକ୍ତି ସମସ୍ତଙ୍କର ଗାଳି ମାଡ଼ ବା ଅତ୍ୟାଚାର ସହେ; ଅତ୍ୟନ୍ତ ସହିଷ୍ଣୁ ବ୍ଯକ୍ତି — (figurative) A very patient and for- bearing person. l