ତୁଡ଼କ Tuṟḍ̠uka

  • ବୈଦେ. ବି. (ଫା) ତୁରୁକ୍; ଇଂ. ଟର୍କ; ସଂ. ତୁରୁଷ୍କ ପ୍ରା. ତୁଳୁକ) — ମୁସଲମାନ; ପଠାଣ — A mahomedan; Muslim
  • ବୈଦେ. ବି. (ଫା) ତୁରୁକ୍; ଇଂ. ଟର୍କ; ସଂ. ତୁରୁଷ୍କ ପ୍ରା. ତୁଳୁକ) — ତୁଡ଼କେ କରେ ଭରି ଖଡ଼କିମାନଙ୍କୁ ପୋଷ କରି ସୋଡ଼କି ଦେଲେ ମଦିରାକୁ— କୃଷ୍ଣସିଂହ. ମହାଭାରତ ଆଦି।
  • ବୈଦେ. ବି. (ଫା) ତୁରୁକ୍; ଇଂ. ଟର୍କ; ସଂ. ତୁରୁଷ୍କ ପ୍ରା. ତୁଳୁକ) — ତୁରଷ୍କ ଦେଶୀୟ ବ୍ଯକ୍ତି — A Turk