ତୁଟା ଫୁଟା Tuṭā phuṭā

  • ଦେ. ବିଣ. (ଏକାର୍ଥକ ସହଚର; ସଂ. ତ୍ରୁଟିତ+ ସ୍ଫୁଟିତ; ବହୁବଚନ ସୂଚକ) — ଭଗ୍ନ ଓ ବିଦୀର୍ଣ୍ଣ — Broken and punctured
  • ଦେ. ବିଣ — ପରସ୍ପର ହୁଡ଼ାହୁଡ଼ି ହୋଇ ଗାଳି ଦିଆଦେଇ ହେଉଥିବା — Mutually calling names