ତୁଟି ପଡ଼ିବା Tuṭi paṟḍ̠ibā

  • ଦେ. ବି — କ୍ଷତିଗ୍ରସ୍ତ ହେବା; ଲୋକସାନରେ ପଡ଼ିବା; ତୁଟିରେ ପଡ଼ିବା — Sustaining loss or damage
  • ଦେ. ବି — ମୋତେ ଏ ବର୍ଷ ଭାରି ତୁଟି ପଡ଼ିଛି।)—
  • କ୍ରି — ଖସି ପଡ଼ିବା — To fall down
  • କ୍ରି — ଭାଙ୍ଗି ତଳେ ପଡ଼ିବା — To break down