ତୁଟିବା Tuṭibā
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) ସମ୍ପନ୍ନ ବା ନିଷ୍ପନ୍ନ ହେବା — To be a accomplished or completed
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) ନଷ୍ଟ ହେବା — To be damaged
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — ଗଲେ ହେଲେ ଜାତି ମହତ୍ତ୍ୱ ସମ୍ପତ୍ତି ଫିଟି ତୁଟି ଲୋଟି ଯାଇ—କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) ଭାଙ୍ଗିଯିବା — To break; to burst
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — ତୁଟେ କରେ କଙ୍କଣ ଟଙ୍କାରେ—ରାଧାନାଥ. ମହାଯାତ୍ରା ।
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) ଛିନ୍ନ ହେବା — To be cut or rent asunder
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — ମାତାଙ୍କର ମୃତ୍ୟୁ ସଙ୍ଗେ ତୁଟିଥିଲା ସଂସାରର ସ୍ନେହ—ପାଶ— ରାଧାନାଥ. ପାର୍ବତୀ।
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) କମି ଯିବା; ଊଣା ହେବା — To diminish; to be lessened; to dwindle
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — ବୟସ ସଭନ୍ଦର୍ଯ୍ୟ ତୋ ନ ତୁଟୁ ଲବେ। —ଭଞ୍ଜ. ବୈଦେହୀଶବିଳାସ।
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) କ୍ଷୀଣ ହେବା — To be emaciated
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) ପୃଥକ୍ ହେବା; ସମ୍ପର୍କଶୂନ୍ଯ ହେବା — To be separated
- ଦେ. କ୍ରି (ସଂ.କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତୁଟ୍ଟ ଧାତୁ) — (ଅକର୍ମକ) (ବିବାଦ ବା ହିସାବ) ନିଷ୍ପତ୍ତି ହେବା — To be settled or decided