ତିନି ପଟ Tini paṭa

  • ଦେ. ବି — ତିପଟ; ତିନିଗୁଣ — Three times
  • ଦେ. ବି — କୌଣସି ବ୍ଯକ୍ତିର ତିନି ପଟ ବା ଦିଗ; ଆଗ, ପଛ ଓ ପାର୍ଶ୍ୱ — Front, back and sides of a person
  • ଦେ. ବିଣ — ତିନି ଗୁଣ ପରିମିତ; ତ୍ରିଗୁଣିତ — Thrice as much as; treble